ରବିନ୍ଦ୍ରଙ୍କ ଚିକିତ୍ସା ପାଇଁ ସହାୟତା କଲା ମାନବସେବା ସଙ୍ଗଠନ

ବନ୍ତ, (ଚାନ୍ଦିନୀ ମହାନ୍ତି) : ଭଦ୍ରକସ୍ଥିତ ମାନବସେବା ସଙ୍ଗଠନ ରସିକାବାଜ ଗ୍ରାମର ସୁବାଷ ଦଳାଇଙ୍କ ପୁତ୍ର ରବିନ୍ଦ୍ର ଦଳାଇ(୨୨)ଙ୍କ ଅସ୍ତ୍ରୋପଚାର ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛି

Read more

Advertisement

ଏବେ ଏବେ