ରାଜଧାନୀରେ ଡେଲିଭେରି ବଏଙ୍କୁ କିଡ଼ନାପ

ଭୁବନେଶ୍ୱର, (ୱାଇଏନ୍‍ଏସ୍‍): ରାଜଧାନୀରେ ସ୍ୱଗୀ ଡେଲିଭେରୀ ବଏଙ୍କୁ ଅପହରଣ କରାଯାଇଛି । ଡେଲିଭେରୀ ବଏ ପତିତପାବନ ପୃଷ୍ଟିଙ୍କୁ ଉତ୍ତରା ଛକରୁ ଅପହରଣ କରାଯାଇଥିବା ସୂଚନା ମିଳିଛି ।

Read more

Advertisement

ଏବେ ଏବେ