ରାଜ୍ୟ ସ୍ତରୀୟ ଶ୍ରେଷ୍ଠ ଆଇଆଇସି ଟ୍ରଫି ପାଇଲେ ପାଟପୁର ଥାନା ଅଧିକାରୀ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଆଇଆଇସି ଶ୍ରୀ ସବ୍ୟସାଚୀ ମଲ୍ଲ ରାଜ୍ୟସ୍ତରରେ ଶ୍ରେଷ୍ଠ ଆଇଆଇସି ଭାବେ ସମ୍ମାନୀତ ହୋଇଛନ୍ତି।

Read more

Advertisement

ଏବେ ଏବେ