ଲୋକଙ୍କ ଉପରେ ଫାଇନାନ୍ସ କମ୍ପାନୀ ମାନଙ୍କ ଦାଦାଗିରି

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥା ମାନଙ୍କ ଜୁଲମ କରୁଥିବା ଅଭିଯୋଗ ଆଣି ଭଞ୍ଜନଗର ଉପଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ ଜଣାଇଲେ ମହିଳା ।

Read more

Advertisement

ଏବେ ଏବେ