ଶିକ୍ଷୟତ୍ରୀ ନୟନା ମଲ୍ଲିକଙ୍କ ବିୟୋଗରେ ସ୍ମୃତିସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ସାନ୍ତସାହିସ୍ଥିତ ବୁଢିବିଳାଶୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦିବଗଂତ ପ୍ରଧାନ ଶିକ୍ଷୟତ୍ରୀ ନୟନା ମଲ୍ଲିକଙ୍କ ଗତ ୨୧ତାରିଖରେ ହୃଦଘାତରେ ପରଲୋକ ହୋଇଯାଇଛି

Read more

ଶିକ୍ଷୟତ୍ରୀ ନୟନା ମଲ୍ଲିକଙ୍କ ପରଲୋକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରର ସାନ୍ତସାହିସ୍ଥିତ ବୁଢିବିଳାଶୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟୁର ଶିକ୍ଷୟତ୍ରୀ ନୟନା ମଲ୍ଲିକଙ୍କ ୫୮ବର୍ଷ ବୟସରେ ଗତ ବୁଧବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି ।

Read more

Advertisement

ଏବେ ଏବେ