ଶିଶୁ ଅନନ୍ତ ପୀଠ ରେ ଭକ୍ତକବି ଜୟଦେବଙ୍କ  ଜୟନ୍ତୀ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଖୋର୍ଦ୍ଧା ଜିଲ୍ଲାବାଲିପାଟଣା ବ୍ଲକ  ଅନ୍ତର୍ଗତ ଶିଶୁ ଅନନ୍ତ ପୀଠ ଠାରେ ଭକ୍ତ କବି ଜୟଦେବଙ୍କ ଜୟନ୍ତୀ ଆଜି ପୂର୍ବାହ୍ମରେ ସମାରୋହରେ ପାଳିତ ହୋଇଯାଇଛି

Read more

Advertisement

ଏବେ ଏବେ