ଶୋଇବା ସମୟରେ ପାଟିରୁ ଲାଳ ଗଡୁଛି କି? ଆପଣାନ୍ତୁ ଏହି ଘରୋଇ ଉପଚାର

ସାଧାରଣତଃ ଶୋଇବା ସମୟରେ ଚେତା ଥିବା ସମୟ ଅପେକ୍ଷା ଅଧିକ ମାତ୍ରା ଲାଳ ବାହାରିଥାଏ । କାରଣ ଏହି ସମୟରେ ହଜମ ପ୍ରକ୍ରିୟା ସକ୍ରିୟ ହୋଇଥାଏ ।

Read more

Advertisement

ଏବେ ଏବେ