ସଡଙ୍ଗରେ ବିଧାୟକ ବିରୋଧୀ ସମାବେଶକୁ ଭଣ୍ଡୁର କଲେ ସପକ୍ଷବାଦୀ ଗୋଷ୍ଠି

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ସଡଙ୍ଗ ଠାରେ ଆଜି ବିଧାୟକ ବିରୋଧୀ ସମାବେଶ ହେବାକୁ ଥିବାବେଳେ ଏହାକୁ ଭଣ୍ଡୁର କରିଦେଇଛନ୍ତି ବିଧାୟକଙ୍କ ସପକ୍ଷବାଦୀ ସମର୍ଥକ ମାନେ।

Read more

Advertisement

ଏବେ ଏବେ