ସାଧାରଣ ନିର୍ବାଚନରେ ପ୍ରାର୍ଥନୀମାନେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବିକୁ ଏକ ପ୍ରସଙ୍ଗ କରିବାକୁ ଅନୁରୋଧ
ବାଲେଶ୍ୱର, (ସରୋଜ ପଣ୍ଡା):ଉତ୍ତରପୂର୍ବ ଓଡ଼ିଶାର କେନ୍ଦ୍ରସ୍ଥଳ ବାଲେଶ୍ୱର ଜିଲ୍ଲାରେ ଏକ କୃଷି ମହାବିଦ୍ୟାଳୟ ଓ କୃଷି ଗବେଷଣାକ୍ଷେତ୍ର ପ୍ରତିଷ୍ଠାପାଇଁ ଗତ ଦୁଇବର୍ଷଧରି ବିଭିନ୍ନ ମହଲରେ ଦାବି ହୋଇଆସୁଛି
Read more


