ସାନଖେମୁଣ୍ଡି ବ୍ଲକର ୧୨୦ ଯକ୍ଷ୍ମା ରୋଗୀଙ୍କୁ ସେବା ଯୋଗାଇବାକୁ ପୋଷ୍ୟ ଗ୍ରହଣ କଲା ସମାଜସେବୀ ମନୋଜ ରଥଙ୍କ ଶୁଭକାମନା ଟ୍ରଷ୍ଟ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପ୍ରଧାନମନ୍ତ୍ରୀଙ୍କ ଯକ୍ଷ୍ମାମୁକ୍ତ ଭାରତ ଗଠନ ଅଭିଯାନର ସଫଳତା ପରିପ୍ରେକ୍ଷୀରେ ଯକ୍ଷ୍ମା ରୋଗୀଙ୍କ ଚିକିତ୍ସା ଦାୟିତ୍ଵ ଗ୍ରହଣ କରିବାକୁ ବିଭିନ୍ନ ସେବାନୁଷ୍ଠାନ ଆଗଭର ହେଉଥିବା ଦେଖିବାକୁ
Read more


