ସାରସ୍ୱତ କବି ସଞ୍ଜୟଙ୍କୁ ସମ୍ବର୍ଦ୍ଧନା

କଟକ, (ଯୁଗାବ୍ଦ ନ୍ୟୁଜ) :-ପୁଣ୍ୟତୋୟା ଦେବୀ ସାହିତ୍ୟ ସଂସଦ ପକ୍ଷରୁ “ବୋଉ” ପତ୍ରିକାର ସମ୍ପାଦକ ସଞ୍ଜୟ କୁମାର ଚୌଧୁରୀଙ୍କୁ ‘କବି ସୌରଭ’ ସମ୍ମାନ ପ୍ରଦାନ କରାଯାଇଛି ।

Read more

Advertisement

ଏବେ ଏବେ