ସ୍ଵଚ୍ଛ ସର୍ଭେକ୍ଷଣରେ ଓଡିଶାର ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରୁ ପ୍ରଥମ ସ୍ଥାନରେ ଗଞ୍ଜାମ ଜିଲ୍ଲାର ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗାନ୍ଧୀଜୀ ଙ୍କ ସ୍ଵପ୍ନ ଥିଲା ସ୍ଵଚ୍ଛ ଭାରତ, ଏଣୁ ସରକାରଙ୍କ ତରଫରୁ ସ୍ଵଚ୍ଛତା କୁ ଅଗ୍ରାଧିକାର ଦିଆଯାଇ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଅଛି ।
Read more


