ହାଟଡିହି ବ୍ଲକରେ ୪୨ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ହାଟଡିହି, (ଓ୍ବାଇଏନ୍ଏସ୍):ଆଜି କେନ୍ଦୁଝର ଜିଲ୍ଲାରେ ମୋଟ ୧୦ଜଣ ପଜେଟିଭ ଚିହ୍ନଟ ହୋଇଥିବାବେଳେ ତନ୍ମଧ୍ୟରୁ ହାଟଡିହି ବ୍ଲକର ପଢ଼ିଆରିପଲ୍ଲି ପଞ୍ଚାୟତରେ ଜଣେ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି ।

Read more

Advertisement

ଏବେ ଏବେ