ନାବାଳିକାଙ୍କୁ ନେଇ ହୋଇଥିବା ଅଶ୍ଳୀଳ ଭିଡିଓ ଦେଖୁଥିଲେ ସାବଧାନ : ଡିସିପି

କଟକ, (ଓ୍ବାଇଏନଏସ): ଶିଶୁ କିମ୍ବା ନାବାଳକ, ନାବାଳିକାଙ୍କୁ ନେଇ ହୋଇଥିବା ଅଶ୍ଳୀଳ ଭିଡିଓ ଦେଖୁଥିଲେ, ପୋଲିସ ନିଶ୍ଚିତ ବାନ୍ଧିବ। ଆଜି ଏହା ସ୍ପଷ୍ଟ କରିଛନ୍ତି କଟକ ଡିସିପି।

Read more

Advertisement

ଏବେ ଏବେ