ବିଜେପିର ୪୬ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଜଳଛତ୍ର ଉଦଘାଟିତ

ବାଲେଶ୍ୱର (ସରୋଜ ପଣ୍ଡା) :  ସହରର ଜେଲ ରୋଡ ସ୍ଥିତ ସଦର ନିର୍ବାଚନମଣ୍ଡଳୀ ବିଜେପି କାର୍ଯ୍ୟାଳୟରେ ଭାରତୀୟ ଜନତା ପାର୍ଟିର ୪୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି

Read more

Advertisement

ଏବେ ଏବେ