କାଳବୈଶାଖୀର ତାଣ୍ଡବ: ରାସ୍ତାରେ ଗଛ ପଡ଼ି ଅବରୋଧ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ):  ଗଜପତି ଜିଲ୍ଲାର ଆର୍ ଉଦୟଗିରି ଅଞ୍ଚଳରେ ଗତକାଲି  କାଳବୈଶାଖୀର ତାଣ୍ଡବ ଦେଖା ଦେଇଛି. ଏଥିରେ ଅନେକ ଘରର ଛପର ଉଡି ଯାଇଛି.

Read more

Advertisement

ଏବେ ଏବେ