ଜରାଶ୍ରମରେ ଓଡିଆ ନବବର୍ଷ ପାଳିତ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକଛକସ୍ଥିତ ଆଶ୍ରା ଜରାଶ୍ରମରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ମହାବିଷୁବ ସଂକ୍ରାନ୍ତି ଓ ଓଡିଆ ନବ ବର୍ଷ ପାଳିତ ହୋଇଯାଇଛି।

Read more

Advertisement

ଏବେ ଏବେ