ଜରାଶ୍ରମରେ ଓଡିଆ ନବବର୍ଷ ପାଳିତ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକଛକସ୍ଥିତ ଆଶ୍ରା ଜରାଶ୍ରମରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ମହାବିଷୁବ ସଂକ୍ରାନ୍ତି ଓ ଓଡିଆ ନବ ବର୍ଷ ପାଳିତ ହୋଇଯାଇଛି। ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେନ୍ଦ୍ରନାଥ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ନବ ନିର୍ମାଣ କୃଷକ ସଙ୍ଗଠନର ଜିଲା ସଂଯୋଜକ ଅଶୋକ ସ୍ୱାଇଁ,ବ୍ଳକ ସଂଯୋଜକ କୈଳାଶ ପରିଡା,ବିଚିତ୍ରାନନ୍ଦ ଲେଙ୍କା, ବଂଶୀଧର ବେହେରା,ଲଲାଟେନ୍ଦୁ ପରିଡା,ଚତୁଭୂଜ ମହାନ୍ତି,ନୃସିଂହ ଚରଣ ମହାନ୍ତି,କାଳନ୍ଦି ପରିଡା,ସୁଦୀପ୍ତ ଜେନା,ସୁରେଶ ବେହୁରା,କମଳାକାନ୍ତ ଭୋଳ ଆଦି ଯୋଗ ଦେଇ ଓଡିଆ ନବ ବର୍ଷ ଓ ମହାବିଷୁବ ସଂକ୍ରାନ୍ତି ବିଷୟରେ ଆଲୋକପାତ କରିଥିଲେ। ଶେଷରେ ଜରାନିବାସରେ ଥିବା ଅନ୍ତେବାସୀଙ୍କୁ ପଣା ତିଆରି କରାଯାଇ ବଂଟନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ