ଅକ୍ଷୟ ତୃତୀୟାରେ ପାରଳା ରଥଯାତ୍ରା ପାଇଁ ରଥ କାଠ ଅନୁକୂଳ

ପାରଳାଖେମୁଣ୍ଡି,  (ତାରିଣୀ ପ୍ରସାଦ ପଣ୍ଡା ): ଆଜି ପବିତ୍ର ଅକ୍ଷୟ ତୃତୀୟା ଅଟେ. ଏହି ଶୁଭ ଅବସରରେ ପାରଳାଖେମୁଣ୍ଡି ରଥଯାତ୍ରା ପାଇଁ ଆଜି ରଥକାଠକୁ ଅନୁକୂଳ କରାଯାଇଛି.

Read more

Advertisement

ଏବେ ଏବେ