ପାରିବାରିକ କଳହରୁ ଆତ୍ମହତ୍ୟା

କଟକ,(ଓ୍ବାଇଏନଏସ): କଟକ ଜିଲ୍ଲା ସାଲେପୁର ଥାନା ଲୁଣହାର ଗାଁରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

Read more

Advertisement

ଏବେ ଏବେ