ହାଟଡିହିରେ ପାଗଳ ଶିଆଳ ଆତଙ୍କ: ୭ରୁ ଉର୍ଦ୍ଧ ଆହତ, ତିନି ଗୁରୁତର

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଜଳକଳଙ୍ଗ ଗାଁ ରେ ପାଗଳ ଶିଆଳ ଆତଙ୍କ ଦେଖାଦେଇଛି। ଆଜି ସନ୍ଧ୍ୟାରେ ଏକ ପାଗଳ ଶିଆଳ ଗାଁରେ ପଶି ବିଭିନ୍ନ ଲୋକଙ୍କୁ ଆକ୍ରମଣ କରିବାରୁ ୭ ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ଜଳକଳଙ୍ଗ ଗ୍ରାମର ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗ୍ରାମର ଜାନକୀ ପାତ୍ର,କେଶବ ଜେନା, ମାନି ପାତ୍ର ଗୁରୁତର ହୋଇଥିବା ଜଣା ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ