ଅଜଣା ଗାଡ଼ି ଧକାରେ ଯୁବକ ଗୁରୁତର
ଗାଙ୍ଗପୁର, (ସନ୍ତୋଶ ବିଷୋୟୀ): ଗାଙ୍ଗପୁର ଥାନା ଖଇରପୁଟି ଛକ ଠାରେ ଅଜଣା ଗାଡ଼ି ଧକାରେ ଆସିକା ଥାନା ପାଟୁଳୀଗୁଡା ଗାଁ ସଞ୍ଜୟ ନାହାକ(45) ପିତା -ତାରିଣୀ ନାହାକ ଗୁରୁତର। ଆଜି ରାତି 9.20 ସମୟରେ ଭଞ୍ଜନଗରରୁ ଫେରିବା ସମୟ ରେ ଗାଙ୍ଗପୁର ଖଇରପୁଟି ଛକରେ ଅଜଣା ଗାଡି ପଛପଟେ ରୁ ପିଟି ଚାଲିଗଲା। ସ୍ଥାନୀୟ ଲୋକଙ୍କ ଖବର ପାଇଁ ଗାଙ୍ଗପୁର ପୋଲିସ 108 ସାହାଯ୍ୟ ରେ ଆସିକା ମେଡିକାଲ ପଠାଇଲା।


