ଅଭିଯୋଗ ଶୁଣିଲେ ଜିଲ୍ଲାପାଳ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁରସ୍ଥିତ ଉପଜିଲ୍ଲାପାଳଙ୍କ ସମ୍ମୀଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଅଭିଯୋଗ ଶୁଣାଣୀ କରିଥିଲେ । ଉକ୍ତ ଅଭିଯୋଗ ଶୁଣାଣୀରେ ମହାନଗର କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ,ବ୍ରହ୍ମପୁର ଏ.ସି.ପି ପିନାକ ମିଶ୍ର, ଉପଜିଲ୍ଲାପାଳ ସିନେ୍ଧ ଦତ୍ତାତ୍ରୟ ଭାଉ ସାହେବ , ଉପଖଣ୍ଡ ଅଭିଯୋଗ ଶୁଣାଣୀର ନୋଡାଲ ଅଫିସର ଶ୍ରୀ ବିନୋଦ କୁମାର ବେହେରା , ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ବ୍ରହ୍ମପୁର ଉପଖଣ୍ଡର ସମସ୍ତ ବି.ଡି.ଓ, ତହସିଲଦାରମାନେ ଉପସ୍ଥିତ ଥିଲେ । ସୋମବାର ୭୧ଟି ଅଭଯୋଗ ଶୁଣାଣୀ ହୋଇଥିବାବେଳେ ସେଥିମମଧ୍ୟରୁ ବ୍ୟକ୍ରିଗତ ଅଭିଯୋଗ ୬ଟି, ବିଭିନ୍ନ ଗ୍ରାମ ଭିତ୍ତିକ ସମସ୍ୟା ୨ଟି ରହିଥିଲା । ଜଲ୍ଲ୍ାପାଳ ୫୮ଟି ଅଭିଯୋଗ ଶୁଣାଣୀ କରିବା ସହ ୫ଜଣକୁ ଜିଲ୍ଲାପାଳ ରେଡକ୍ରସ ପାଣ୍ଠିରୁ ୫୭ହଜାର ଟଙ୍କା ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ