ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ମୁସଲିମ୍ ନେତା ଦେଲେ ୫୧,୦୦୦ ଟଙ୍କା

ଲକ୍ଷେ୍ନø: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଉତ୍ତରପ୍ରଦେଶ ସିହା ସେଣ୍ଟ୍ରାଲ ୱକଫ୍ ବୋର୍ଡ ଅଧ୍ୟକ୍ଷ ୱାସିମ୍ ରିଜ୍‌ଭି୫୧,୦୦୦ ଟଙ୍କା ଦାନ କରିଛନ୍ତି । ରିଜ୍‌ଭି କହିଛନ୍ତି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ବୋର୍ଡ ସମର୍ଥନ କରୁଛି ଏବଂ ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ସବୁଠାରୁ ଶ୍ରେଷ୍ଠ ପନ୍ଥା ଥିଲା । ଯେବେ ବି ମନ୍ଦିର କାମ ଆରମ୍ଭ ହେବ ସିହା ୱକଫ୍ ବୋର୍ଡ ଏଥିରେ ସହଯୋଗ କରିବ । ଅଯୋଧ୍ୟାରେ ରାମ ମନ୍ଦିର କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ରାମଭକ୍ତଙ୍କ ପାଇଁ ଏକ ଗର୍ବ ଓ ଗୌରବ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ