ଆଜି ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶି ଫଳରୁ……

ମେଷ – ଶୁଭଚନ୍ଦ୍ରଙ୍କର ଶୁଭଦୃଷ୍ଟି ବଳରେ ସମୟ ସୁଖ ଓ ଶାନ୍ତିରେ ଅତିବାହିତ ହେବା ସହିତ କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ, ପାରିବାରିକ ଓ ପେମମୟ ଜୀବନ ଖୁସିରେ ଅତିବାହିତ ହେବା ସହିତ ଭ୍ରମଣରେ ଦିନଟି କାଟିବେ ।

ବୃଷ – ଅଶୁଭଚନ୍ଦ୍ର ପ୍ରଭାବରେ ଠକାମିରେ ପଡିପାରନ୍ତି । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ବ୍ୟତିବ୍ୟସ୍ଥ କରିବ । ଆକଷ୍ମିକ ଦୁର୍ଘଟଣାର ସମ୍ଭାବନା ରହୁଛି ତେଣୁ ଯାନବାହାନ ଚଳାଚଳରେ ସତର୍କତା ଅବଲମ୍ବନ କରିବେ ।

ମିଥୁନ – ଶୁଭଚନ୍ଦ୍ରଙ୍କ ଶୁଭାର୍ଶିବାଦ ଯୋଗୁଁ ଏହି ରାଶିର ଲୋକମାନଙ୍କ ପାଇଁ ଆଜି ଦିନଟି ବିଭିନ୍ନ କ୍ଷେତ୍ରରୁ ସୁଖବର ମିଳିବ, ଭାଇଭଉଣିମାନଙ୍କର ସମ୍ପୁଣ୍ଣ ସହଯୋଗ ମିଳିବ, ସମାଜସେବା ରେ ମନନିବେଷ କରିବେ । ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ ।

କର୍କଟ – ଶୁଭଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସୁଯୋଗର ହାତ ବଢିବ, ନିଜର ପରିବାର କିମ୍ବା ବନ୍ଧୁଙ୍କ ସହ ଭ୍ରମଣ କରିବେ, ନୁତନ ଯାନବାହାନ କ୍ରୟ କରିବେ, ଗୁରୁଜନଙ୍କର ଆର୍ଶୀବାଦ ଆଜି ପ୍ରସାଦ ସଦୃସ କାମ କରିବ ।

ସିହଂ- ଆୟ ବୃଦ୍ଧି ହେବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ, କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢି. ରାଜନୈତିକ ବ୍ୟକ୍ତିବିଶେଷ ଜନସମର୍ଥନ ହାତେଇବାରେ ଓ ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ ।

କନ୍ୟା – ଶୁଭଚନ୍ଦ୍ର ପ୍ରଭାବରେ ପରିସ୍ଥିତି ଆପଣଙ୍କ ସପକ୍ଷରେ ଯିବ, ଜାଗାବାଡ଼ି ବ୍ୟବସ୍ୟାକୁ ନେଇ ଶୁଭଫଳ ମିଳିବ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦ୍ଦମାର ସମାଧାନ ହେବ, ବ୍ୟବସାୟରେ ଲାଭ ମିଳିବ, ସାହିତ୍ୟିକ, ଦାର୍ଶନିକ ଓ ପୁସ୍ତକ ସଙ୍କଳକ ମାନେ ପୁରଷ୍କୃତ ହେବେ ।

ତୁଳା – ଶୁଭଚନ୍ଦ୍ର ପ୍ରଭାବରେ ପରିବହନ ବ୍ୟବସାୟିମାନେ ଶୁଭ ଫଳ ପାଇବେ । ରାଜନୈତିକ ବ୍ୟକ୍ତିବିଶେଷ ସଫଳତାର ମଜା ନେବେ । ସାଂସାରିକ ଓ ପ୍ରେମ ଜୀବନ ସୁଖରେ କଟିବ । ମହିଳା ଓ ବିଦ୍ୟାର୍ଥୀମାନେ ଅତ୍ୟନ୍ତ ସୁଖୀ ହେବେ ।

ବିଛା – ଶୁଭଚନ୍ଦ୍ର ଶୁଭଦୃଷ୍ଟି ବଳରେ ନୂତନ ବସ୍ତ୍ର, ଯାନବାହାନ, ଭୁମି କିମ୍ବା ଗୃହକରଣା ବସ୍ତୁ ଆଦି ଆଭୁଷଣ କ୍ରୟ କରିବାର ସଯୋଗ ରହିଛ. ସମସ୍ତ ଯୋଜନାରେ ସଫଳ ହେବା ସହିତ ଆର୍ଥିକ ଉନ୍ନତି ପରଲକ୍ଷିତ ହେବ । ମହିଳା ଓ ଛାତ୍ରୀମାନେ ମାନ ସମ୍ମାନ ପାଇବେ ।

ଧନୁ – ଦିନଟି ଉତ୍ସାହରେ ଅତିବାହିତ ହେବା ସଙ୍ଗେ ସଙ୍ଗେ ଆର୍ଥିକ ଉର୍ଣ୍ଣତି ହେବ ଫଳରେ ଦେହ ମନ ଭଲ ରହିବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସୁଯୋଗର ହାତ ବଢିବ ।

ମକର- ଶୁଭ ଚନ୍ଦ୍ରଙ୍କର ଶୁଭଦୃଷ୍ଟି ରହିବ ଫଳରେ ନିଜର ଲୋକମାନଙ୍କ ଗହଣରେ ଆନନ୍ଦରେ କଟିବ, ଅନୁକୁଳ ପରିବେଷ ମନକୁ ଶାନ୍ତି ପ୍ରଦାନ କରିବ । ପ୍ରସାଶନିକ କିମ୍ବା ମାଲିମକୋଦ୍ଦମାରେ ଶୂଭ ଫଳ ମିଳିବ, ସରକାରି ଚାକିରିଆ ମାନେ କୌଣସି ଶୁଭଖବର ପ୍ରାପ୍ତି ହେବେ ।

କୁମ୍ଭ -ଶୁଭଚନ୍ଦ୍ର ପ୍ରଭାବରେ ପରିସ୍ଥିତି ଆପଣଙ୍କ ସପକ୍ଷରେ ଯିବ, ଜାଗାବାଡ଼ି ବ୍ୟବସ୍ୟାକୁ ନେଇ ଶୁଭଫଳ ମିଳିବ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦ୍ଦମାର ସମାଧାନ ହେବ, ବ୍ୟବସାୟରେ ଲାଭ ମିଳିବ, ସାହିତ୍ୟିକ, ଦାର୍ଶନିକ ଓ ପୁସ୍ତକ ସଙ୍କଳକ ମାନେ ପୁରଷ୍କୃତ ହେବେ ।

ମୀନ – ଶୁଭ ଚନ୍ଦ୍ର ରହିଛନ୍ତି ତେଣୁ ଦିନର ପ୍ରତ୍ୟେକ ସମୟ ସହାୟକ ହେବ ଓ କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରି ପ୍ରସଶିଂତ ହେବେ, ମାନସିକ ଶାନ୍ତି ସହିତ ସାଂସାରିକ ଜୀବନ ସୁଖରେ କଟିବ, ରାଜନିତିରେ ସଫଳତା ମିଳିବ । ମହିଳା ଓ ଛାତ୍ରଛାତ୍ରୀମାନେ ସ୍ୱାଛନ୍ଦରେ ସମସ୍ତ କାର୍ଯ୍ୟ ସମାପନ କରିବେ ।

ଜ୍ୟୋର୍ତିବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ(ଏମ୍ କମ୍,ଏମ.ବି.ଏ
ଜ୍ୟୋର୍ତିବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ(ଏମ୍ କମ୍,ଏମ.ବି.ଏ

GARGA JYOTISH

A RESEARCH UNIT OF ADVANCED APPLIED ASTROLOGY

Plot No.S-3/309, Niladrivihar, Near Sector-3 SatyaSai Mandir, Bhubaneswar-751021

Mob: 9438389039, 9861970730, Email: gargajyotish@gmail.com

  ASTROLOGER AT CHANDRASEKHARPUR ON JUST DIAL & SULEKHA.COM & YOUTUBE

 TV ASTROLOGER – DIFFERENT ODIYA TV CHANNELS

( Aways Love All…Serve All…Hurt Never…Help Ever…Jay Jagannath ) 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ