ଦେଶ ବିଦେଶ ମୁମ୍ବାଇରେ ଭୁଷୁଡିଲା ଅଟ୍ଟାଳିକା ୧୨ ମୃତ ଏନଡିଆରଏଫ ପକ୍ଷରୁ ଉଧାର କାର୍ଯ୍ୟଜାରି 16/07/201916/07/2019 admin 0 Comments ମୁମ୍ବାଇରେ ଭୁଷୁଡିଲା ଅଟ୍ଟାଳିକା ୧୨ ମୃତ ଏନଡିଆରଏଫ ପକ୍ଷରୁ ଉଧାର କାର୍ଯ୍ୟଜାରି (ଯୁଗାବ୍ଦ ନ୍ୟୁଜ) ମୁମ୍ବାଇରେ ଡୋଙ୍ଗୋରୀ ରେ ଥିବା ୪ ମହଲା ବିଶିଷ୍ଟ ଅଟ୍ଟାଳିିକା ମଙ୍ଗଳବାର ଦିନ ହଠାତ ଭୁଷୁଡି ପଡିଛି । ଅଟ୍ଟାଳିକା ଭଗ୍ନାବଶେଷ ତଳେ ୪୦ ଜଣ ଲୋକ ଓଚାପିହୋଇଥିବା ଆଶଙ୍କା କରାଯାଉଛି । ଘଟଣା ସ୍ଥଳ ରେ ଏନଡିଆରଏଫ ଓ ଦମକଳ ବାହୀନି ଯୁଦ୍ଦକାଳୀନ ଭିତ୍ତିରେ ଉଧାର କାର୍ଯ୍ୟ ଜାରି ରହିଛି । Spread the love