ଆତ୍ମସୁରକ୍ଷା ନିମନ୍ତେ ସି ଟିମ ଗଠନ

ମୋହନା , (ଯୁଗାବ୍ଦ ନ୍ୟୁଜ) : ଗଜପତି ଏ.ସ.ପି ସାରା ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ମୋହନା ବ୍ଲକର ବିଭିନ୍ନ ବାଳିକା ବିଦ୍ୟାଳୟରେ ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ନିମନ୍ତେ ସି ଟିମ ଗଠନ କରାଯାଇଛି । ଏହି ଟିମ ମାଧ୍ୟମରେ ଛାତ୍ରୀମାନଙ୍କୁ ଆତ୍ମ ପ୍ରଶିକ୍ଷଣ ଦେବା ସହ କୌଣସି ଅସାଧୁ ବ୍ୟକ୍ତି ହମଲା କଲେ ତା ପାଖାରୁ ବଞ୍ଚିବା ନିମନ୍ତେ ଟ୍ରେନିଙ୍ଗି ଦିଆଯାଉଛି । ଭୁବନେଶ୍ୱରରୁ ଗୁରୁଜୀ ସତ୍ୟବ୍ରତ ମିଶ୍ର ସବୁ ଛାତ୍ରୀ ମାନଙ୍କୁ ଶିକ୍ଷା ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ, ସିନ୍ଦୁ ଶାରକା, ଲଳିତ ସାଗର ଓ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ