ଆମ ପାଇଁ ଆମ ନେତା

ଆମରି ପାଇଁ ଆମ ନେତା ।
ରହିଛନ୍ତି ହୋଇ ଆମର ଅନ୍ନଦାତା ।
ନେତା କରନ୍ତି ଆମକୁ ସବୁଠୁ ଆଦର ।
ଆମ ପାଇଁ କଲେ ସେ ପକ୍କାଘର ।
କରି ସେ ସ୍ୱଚ୍ଛ ଭାରତ ।
ପିଲାଙ୍କୁ ଦେଲେ ଅଣ୍ଡା ଡାଲି ଭାତ ।
ଏଦେଶରୁ ଦେଲେ ସବୁ ଅଳିଆ ହଟାଇ ।
ଦେଲେ ସେ ନୂଆ ଗୋଟେ ଦୁନିଆ ବସାଇ ।
ଦେଲେ ସେ ନାରୀ ମାନଙ୍କୁ ଉଜ୍ଜ୍ୱଳା ଯୋଜନା ।
ନାରୀଙ୍କୁ ମିଳିଲା ସାନ୍ତ୍ୱନା ।
ନାରୀଙ୍କୁ ଦେଲେ ସେ ସବୁଠୁ ସନମାନ୍ ।
ନାରୀ ମାନଙ୍କ ପାଇଁ ସେ ଭଗବାନ ।

ଝିଲି ସ୍ୱାଇଁ
ହିଞ୍ଜିଳିକାଟୁ
ଶାସନ ଆମ୍ବ ଗାଁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ