ଇଣ୍ଡିଆନ ସିଟିଜେନ୍‌ସ ପାର୍ଟି ତରଫରୁ କାନନ ଦାଶଙ୍କୁ ଅଭିନନ୍ଦନ

କଟକ, (ଯୁଗାବ୍ଦ ନ୍ୟୁଜ) :- ବରିଷ୍ଠ ସାମ୍ବାଦିକ ଶ୍ରୀ କାନନ ବିହାରୀ ଦାଶ ଓଡ଼ିଶାର ଲୋକପ୍ରିୟ ଖବରକାଗଜ ‘ସମାଜ’ର ନୂତନ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ଇଣ୍ଡିଆନ୍ ସିଟିଜେନ୍‌ସ ପାର୍ଟିର ସଭାପତି ଶ୍ରୀ ରମେଶ ରାଉତ ଶ୍ରୀଯୁକ୍ତ ଦାଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ଦାଶ ସମାଜ କାର୍ଯ୍ୟାଳୟରେ ପହଂଚି ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ତାଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ