ଓଡିଶା ସାମ୍ବାଦିକ ସଂଘ ଜମନକିରା ପକ୍ଷରୁ ନୂତନ ବିଡ଼ିଓ ଏବଂ ତହସିଲଦାରଙ୍କୁ ସାକ୍ଷାତ

ଜମନକିରା, (ଲିପନ ନାଏକ):ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଓଡ଼ିଶା ସାମ୍ବାଦିକ ସଂଘ ପକ୍ଷରୁ ଆଜି ନୂତନ ଭାବେ ଦାୟିତ୍ଵ ନେଇଥିବା ଜମନକିରା ବ୍ଲକ ର ବିଡ଼ିଓ ରିନା ନାଏକ ଏବଂ ଜମନକିରା ତହସିଲଦାର ହରେକୃଷ୍ଣ ବରିହା ଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଓଡ଼ିଶା ସାମ୍ବାଦିକ ସଂଘ ର କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର ପ୍ରସାଦ ଦାନୀ ସଂପାଦକ ସତ୍ୟପ୍ରିୟ ମହାପାତ୍ର, କୋଷାଧ୍ୟକ୍ଷ ଅଶୋକ ପଟେଲ, ଅକ୍ଷର କୁମାର ଦେହୁରୀ, ଜିତେନ୍ଦ୍ର ମୁଦୁଲି, ରବିନ୍ଦ୍ର ପଟେଲ,ଲିପନ ନାଏକ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ଜମନକିରା ଅଞ୍ଚଳରେ ଥିବା ସମସ୍ୟା ତଥା ବେଆଇନ କାର୍ଯ୍ୟକଳାପ ଉପରେ ପଦକ୍ଷେପ ନେଇ ଶିଘ୍ର ସମାଧାନ କରାହେବ ବୋଲି ଉଭୟେ ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ