ଶଳା ଆକ୍ରମଣ କଲା ନିଜ ଜ୍ୱାଇଁ ଙ୍କୁ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ସୂଚନା ଅନୁସାରେ ଭଞ୍ଜନଗର ଉପଖଣ୍ଡ ଛେଦାଭୁଇଁ ଅଂଚଳ ର ଜଗନ୍ନାଥ ଗୌଡ଼ ଭଞ୍ଜନଗର ପୋଲିସ କୁ ଅଭିଯୋଗ କରିଥିଲେ ଯେ ତାଙ୍କୁ ତାଙ୍କର ନିଜ ଶଳା ଏକ ଧାରୁଆ ଖଣ୍ଡା ଦ୍ୱାରା ଆକ୍ରମଣ କରିଥିଲେ କିନ୍ତୁ ଭାଗ୍ୟ ବସତ ଜଗନ୍ନାଥ ଦୌଡ଼ି ଯାଇ କବାଟ ଦେଇଥିଲେ ଏବଂ ଏହି ଘଟଣାକୁ ସ୍ଥାନୀୟ ଜନ ସାଧାରଣ ପୋଲିସ କୁ ଖବର ଦେଇଥିଲେ ଏବଂ ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ପହଁଚି ମୁଖ୍ୟ ଅଭିଯୁକ୍ତ ତଥା ଜଗନ୍ନାଥ ଙ୍କ ଶଳା କାର୍ତ୍ତିକ ଗୌଡ଼ କୁ ଗିରଫ କରିବା ସହ ପୋଲିସ କେସ ନମ୍ବର ୧୦୧୭/୨୩ ରୁଜୁ କରିବା ସହ କୋର୍ଟ ଚାଲାଣ କରିଛନ୍ତି।ଅଭିଯୁକ୍ତ ଠାରୁ ୧୦୪ ସେଣ୍ଟି ମିଟର ର ଗୋଟିଏ ଧାରୁଆ ଖଣ୍ଡା ଜବତ କରଯାଇଛି।ସୂଚନା ଅନୁସାରେ ଉଭୟ ପରିବାର ମଧ୍ୟରେ ପୂର୍ବରୁ ପାରିବାରିକ ଶତ୍ରୁତା ଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ