୧୦୦ରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟତ୍ରୀ ଅନୁପସ୍ଥିତ:  ଜିଲ୍ଲା ଶିକ୍ଷାଅଧିକରିଙ୍କ କାରଣ ଦର୍ଶାଅ ନୋଟିସି

ମୋହନା , (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ ୩୯ଟି ପଞ୍ଚାୟତରେ ବିଭିନ ସ୍ଥାନରେ ବିଦ୍ୟାଳୟ ରହିଛି, ସେଠାରେ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି ୭୦୦ରୁ ଉର୍ଦ୍ଧ୍ୱ କିନ୍ତୁ ବିଦ୍ୟାଳୟ ପିଲାଙ୍କ ପାଇଁ ଛୁଟି ହେବା ମାତ୍ରେ କିଛି ଶିକ୍ଷକ ଶିକ୍ଷୟିତ୍ରୀ ଛୁ ହଇଯାଇଛନ୍ତି ନିଜ ଘରକୁ ସରକାରଙ୍କ ନିୟମ ଥିଲା ଅତି ଆବଶ୍ୟକ ସ୍ଥଳେ ଶିକ୍ଷକମାନଙ୍କୁ କରୋନା କାମରେ ଲଗାଯିବ ବୋଲି କିନ୍ତୁ କିଛି ଶିକ୍ଷକ ମନେ ରାତି ଦିନ ଏକ କରି ନିଜ କର୍ତ୍ତବ୍ୟ କରୁଛନ୍ତ, ଆଉ କିଛି ଅମାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମନେ ଛୁ ମାରିଛନ୍ତି, ତେଣୁ ଖବର ପ୍ରସାରଣ ପରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ଆଜି ମୋହନା ବ୍ଲକ ଶିକ୍ଷା ଅଧକାରୀଙ୍କୁ୧୦୦ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ କାରଣ ଦର୍ଶାଅ ନଟିସ ମାଗିଛନ୍ତି, ଅନ୍ୟପଟେ ଏମାନଙ୍କ ଦରମା ବନ୍ଦ କରାଯିବା ସହ ଦୃଡ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣା ପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ