କୁନି ଧାବକ ସାହାଦତ୍ ଖାନ୍ ଜିଲା ସ୍ତରୀୟ ଉତ୍ସବରେ ସମ୍ମାନୀତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ର୍ରାପଡାର କୁନି ଧାବକ ସାହାଦତ୍ ଖାନ୍‌ଙ୍କୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଉତ୍ତରୀୟ, ଟ୍ରଫି ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । କୁନି ଧାବକ ସାହାଦତ ହେଉଛନ୍ତି ଆଥଲେଟିକ କୋଚ ସେକ ସୈାକତ ଖାନଙ୍କ ପୁଅ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ