ବ୍ରହ୍ମପୁର,(ଯୁଗାବ୍ଦନ୍ୟୁଜ)- ପବିତ୍ର କୁମ୍ଭ ସଂକ୍ରାନ୍ତି ଉପଲକ୍ଷେ ଗିରିମାର୍କେଟ ହନୁମାନ ମନ୍ଦିରରେ ପୂଜା ଆଳତିପରେ ଭକ୍ତ ମାନଙ୍କ ଦ୍ୱାରା ୧୦୮ ହନୁମାନ ଚାଳିଶା ପାଠ କରାଯାଇଥିଲା । ଏହା କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳକ ନରସିଙ୍ଗ ସାହୁ,ମାରୁତି ସତସଙ୍ଘ ସଭାପତି ସହଦେବ ପାତ୍ର,ସାନ୍ତନୁ ଷଡଙ୍ଗୀଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ଥିଲେ ।