କୋଟା ରୁ କଳାହାଣ୍ଡି ଜିଲ୍ଲା କୁ ୩୫ ଜଣ ଛାତ୍ର ଛାତ୍ରୀ ବସ୍ ଯୋଗେ ଫେରିଲେ

କଳାହାଣ୍ଡି,(ଓ୍ବାଇଏନ୍ଏସ୍):ରାଜସ୍ଥାନ କୋଟା ରୁ କଳାହାଣ୍ଡି ଜିଲ୍ଲାର ୩୫ ଜଣ ଛାତ୍ର ଛାତ୍ରୀ ବସ୍ ଯୋଗେ ଭବାନୀପାଟଣା ଓ ଧର୍ମଗଡ ପହଂଚିଲେ । ସମସ୍ତ ଛାତ୍ରଛାତ୍ରୀ ଦୁଇ ଗୋଟି ହୋଟେଲ ରେ ୧୪ ଦିନ ପାଇଁ ଈଷ୍ଟିଚୁସନାଲ କ୍ଵେରାଟାଇନ ପାଇଁ ରହିବା ବ୍ୟବସ୍ଥା କରାଯାଇଛି। ଏହି ରହଣି ର ଛାତ୍ର ଛାତ୍ରୀ ବ୍ୟକ୍ତିଗତ ବିଲ ପୈଠ କରିବେ । ଭବାନୀପାଟଣା ର ୧୩ ଜଣ ତଥା ଧର୍ମଗଡ଼ ର ୨୨ ଛାତ୍ର ଛାତ୍ରୀ ଙ୍କ ଜିଲ୍ଲା ପ୍ରଶାସନ ସ୍ବାସ୍ଥ୍ୟ ପରୀକ୍ଷା ପରେ କ୍ଵେରାଟାଇନ ର ବ୍ୟବସ୍ଥା କରାଯାଇଥିବା ଭବାନୀପାଟଣା ଉପଜିଲ୍ଲାପାଳ ସୁଶାନ୍ତ ସିଂ ଙ୍କ ସୁଚନା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ