କ୍ରାନ୍ତି ତରଫରୁ ବିଶ୍ୱ କର୍କଟ ଦିବସ ପାଳିତ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ବିଶ୍ୱ କର୍କଟ ଦିବସ ଅବସରରେ କ୍ରାନ୍ତି ତରଫରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠାନର କାର୍ଯ୍ୟନିର୍ବାହି ନିର୍ଦେଶକ ଡକ୍ଟର ଦେବାନନ୍ଦ ଦାଶଙ୍କ ଅଧକ୍ଷତାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ପୂର୍ବତନ ବିଡିଏ ଅଧକ୍ଷ ସୁବାସ ମହାରଣା, ଲୋକସେବକ ମଣ୍ଡଳର ଆଜିବନନ ସଦସ୍ୟ ରାଜେନ୍ଦ୍ର କୁମାର ଜେନା,ଗଂଜାମ ଜିଲ୍ଲା ବିଜେଡି ସଭାପତି କାଲାମ ଇନଷ୍ଟିଚ୍ୟୁଟ୍ ଟେକ୍ନୋଲୋଜିର ଚ୍ୟାୟାରମେନ କାହ୍ନୁ ଚରଣ ଚୈାଧୁରୀ,ଓ ସଂପାଦକ ସନ୍ତୋଷ କୁମାର ଜେନା,ଗଂଜାମ ଜିଲ୍ଲା ଯୁବ ବିଜେଡି ସଭାପତି ଧନଞ୍ଜୟ ରାୟ,ଦିଲ୍ଲି ପବ୍ଲିକ ସ୍କୁଲର ସଂପାଦକ ଇଂ ପ୍ରଶାନ୍ତ ପାତ୍ର,ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ସହ ବହୁ ସାମ୍ବାଦିକ ମାନେ ଉପସ୍ଥିତ ଥିବା ବିଶ୍ୱ କର୍କଟ ଦିବସ ଅବସରରେ ଜନସାଧାରଣଙ୍କୁ ବିଶ୍ୱ କର୍କଟ ଦିବସ ଅବସରରେ ଜନସାଧାରଣଙ୍କୁ କର୍କଟ ରୋଗ ବିଷୟରେ ସଚେତନତା କରିଥିଲେ ।ଏହି କର୍କଟ ରୋଗ ବିଷୟରେ ସଚେତନତା କରିଥିଲେ ।ଏହି ଅବସରରେ ଜନସାଧାରଣଙ୍କ ଠାରୁ ଦସ୍ତଖତ ଅଭିଯାନ କରାଯାଇଥିଲା । ଏହି ଅବସରରେ ଶ୍ରୀମତୀ ନିର୍ମଳା ଦାସ,ଲିଲି ସାହୁ,ଦେବବ୍ରତ ଗୈାଡ,ମହେଶ ପ୍ରସାଦ ପାଢୀ, ଆଦିତ୍ୟ ପାଢୀ , ସମେତ କ୍ରାନ୍ତି ଅନୁଷ୍ଠାନର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କର୍କଟ ରୋଗ ଉପରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ