କ୍ୟାନସର ରୋଗୀଙ୍କୁ ସହାୟତା ପ୍ରଦାନ

ବୁଗୁଡା, (ଅନିଲ କୁମାର ମହାରଣା): ବୁଗୁଡା ବ୍ଲକ ଆନ୍ତର୍ଗତ ମାଣିତରା ଗ୍ରାମର କ୍ୟାନ୍ସର ରୋଗରେ ପୀଡ଼ିତ କୃଷ୍ଣ ଚନ୍ଦ୍ର ଗୌଡ଼ଙ୍କୁ ମା ସେନାପତି ଯୁବକ ସଙ୍ଘ ଓ ନୂଆଁସାହି ବାସୁଦେବାୟ ବଣିକ ସଙ୍ଘ ପକ୍ଷରୁ ୧୪,୧୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଛି।ଯୁବକ ସଙ୍ଘ ପକ୍ଷରୁ ୧୦,୦୦୦ ଟଙ୍କା ଓ ବଣିକ ସଙ୍ଘ ପକ୍ଷରୁ ୪,୧୦୦ ଟଙ୍କା ନଗଦ ଅର୍ଥ ପ୍ରଦାନ କରିଥିବା ବେଳେ ଏହି ଗରିବ କର୍କଟ ରୋଗ ପଡିତ ବ୍ୟକ୍ତିଙ୍କ ପରିବାରକୁ ସହାୟତା ପ୍ରଦାନ କରିବାକୁ ଦୁଇ ସଂଗଠନ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ