ଖଣ୍ଡଦେଉଳି କଲେଜ ରେ ହକି ସାଇକେଲ୍ ସଚେତନତା ରାଲି

ଗଂଜାମ, (ବିନୋଦ ପଲାଇ):ବିଶ୍ୱ ହକି କପ୍ ସଚେତନତା ସାଇକେଲ୍ ରାଲି ରେ ଗଞ୍ଜାମ୍ ଖଣ୍ତଦେଉଳି ସ୍ଥିତ ସହିଦ୍ ଭଗତ୍ ସିଂ ଡିଗ୍ରୀ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ରାଜ୍ୟରେ ହେଉଥିବା ବିଶ୍ଵ ହକି କପ୍ ର ପ୍ରଚାର ଓ ପ୍ରସାର ପାଇଁ କଲେଜ ପକ୍ଷରୁ ସାଇକେଲ୍ ସଚେତନତା ରାଲି ଗତ ଗୁରୁବାର ଦିନ ଆରମ୍ଭ ହୋଇଥିଲା ।ଛାତ୍ରଛାତ୍ରୀ ମାନେ ସ୍ଥାନୀୟ ଅଞ୍ଚଳରେ ବିଶ୍ୱ ହକି କପ୍ ନେଇ ଲୋକଙ୍କୁ ସଚେତନତା କରାଇଥିଲେ । ଏଥିରେ ଛାତ୍ରଛାତ୍ରୀ ଙ୍କ ସମେତ କଲେଜ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା , କର୍ମଚ଼ାରୀ ମାନେ ସାମିଲ୍ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ