ଗଂଜାମ ଜିଲ୍ଳାପାଳଙ୍କ ଅଚାନକ ସୋରଡା ଗସ୍ତ

ଭଂଜନଗର,(ଯୁଗାବ୍ଦ ନ୍ୟୁଜ୍‌): ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗୁୁରୁବାର ଅଚାନକ ସୋରଡା ଗସ୍ତ କରି ବିଭିନ୍ନ ଉନ୍ନତି ମୁଳକ କାର୍ଯ୍ୟର ତଦାରଖ କରିବା ସହ ବରଗଡ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବା ସହ ରୋଗୀ ମାନଙ୍କୁ କିପରି ଚିକିତ୍ସା ଯୋଗାଇ ଦିଆଯାଉଛି ରୋଗୀ ମାନଙ୍କ ସହ ଆଲୋଚନା କରିବା ସହ ମେଡିକାଲ ପରିସରରେ ଥିବା ମେଡିସିନ୍‌ ଦୋକାନକୁ ବନ୍ଦ କରିବା ନିମନ୍ତେ ନିର୍ଦେଶ ଦେଇଥିଲେ । ଏଥିସହ ବଡଗଡ ନିକଟରେ ରହିଥିବା ଶଗଡବଣା ଆଦିବାସୀ ଗ୍ରାମକୁ ପରିଦର୍ଶନ କରିବା ସହ ଲୋକମାନଙ୍କ ସମସ୍ୟା ପଚାରିବୁଝିଥିଲେ । ଏହା ପରେ ସେ ଜଳପ୍ରପାତକୁ ବୁୁଲି ଦେଖିଥିଲେ । ଏଥିସହ ଜଳ ପ୍ରପାତକୁ କିଭଳି ପ୍ରଚାର ଓ ପ୍ରସାର କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ