ଗଜପତିକୁ ଆଶ୍ୱସ୍ତ;ଆଜି ମାତ୍ର ୩ଜଣ ପଜିଟିଭ୍ ଚିହ୍ନଟ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତିରେ କରୋନା ସଂକ୍ରମଣ ଗତ ଦୀର୍ଘ ଦିନ ଧରି ବଢି ଚାଲିଥିବା ବେଳେ ଆଜି ଗଜପତିକୁ ସଂକ୍ରମଣରୁ ଆଶ୍ୱସ୍ତ ମିଳିଛି । ଆଜି ମାତ୍ର ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୩ଜଣକୁ ମିଶାଇ ସଂଖ୍ୟା ୨୬୫୩ରେ ପହଞ୍ଚିଛି ।ଏମାନଙ୍କୁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ପ୍ରେସ୍ ବାର୍ତ୍ତା ମାଧ୍ୟମରେ ସୁଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ