ଗରାପୁର ଛକରେ ସଞ୍ଜୀବନୀ ଆୟୁରବେଦିକ ମେଡିସିନ ଷ୍ଟୋର ଉଦଘାଟିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଗରାପୁର କାଳିମନ୍ଦିରଛକରେ ସଞ୍ଜୀବନୀ ଆୟୁରବେଦିକ ମେଡିସିନ ଷ୍ଟୋର ଉଦଘାଟିତ ହୋଇଯାଇଛି । ହାଫିଜ ଜମାଲଙ୍କ ଏହି ମେଡିସିନ ଷ୍ଟୋରରେ ଆୟୁରବେଦିକ ଡାକ୍ତର ସେଖ ଆସିଫ ହୋସେନ ରୋଗୀମାନଙ୍କର ଜଟିଳ ରୋଗ ଯଥା ଆଣ୍ଠୁଗଣ୍ଠି ବାତ, ଆମବାତ, ପୁରୁଣା କାଶ ଓ ଶ୍ୱାଶ,କେଶ ଉପୁଡିବା,ଓଜନ ହ୍ରାସ, ମୁଖବ୍ରଣ ଓ ସୈାନ୍ଧର୍ଯ୍ୟକରଣ, ଚର୍ମରୋଗ, ଗୁପ୍ତ ଓ ଯୈାନରୋଗ ପ୍ରଭୃତିର ସଫଳ ଚିକିତ୍ସା କରିବାକୁ ଯୋଗଦେଇଥିବା ଜଣାପଡିଛି । ଡାକ୍ତର ହୋସେନ ପ୍ରତ୍ୟେକ ଦିନ ସକାଳ ୭ଟାରୁ ୯ଟା ଓ ଅପରାହ୍ନ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ରୋଗୀ ଦେଖୁଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ