ଗାଇଡେଡ୍ ମିସାଇଲ୍ ନାଗର ମରୁଭୂମିରେ ସଫଳ ପରୀକ୍ଷଣ

ନୂଆଦିଲ୍ଲୀ ,ରାଜସ୍ଥାନର ପୋଖରାନ ରେଞ୍ଜରେ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲ ( ଏଟିଜିଏମ୍) ନାଗର ସଫଳ ପରୀକ୍ଷଣ ଶୁକ୍ରବାର ହୋଇଛି । ଏହି ନାଗର ମରୁଭୁମିର ଭିନ୍ନ ଭିନ୍ନ ସ୍ଥାନରେ ରଖି ପରୀକ୍ଷା କରିଥିବା ବେଳେ ଏହା ସଂପୂର୍ଣ୍ଣ ସଫଳ ହୋଇଛି । ଏହି ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲ ଶତ୍ରୁ ଟ୍ୟାଙ୍କ କୁ ୫୦୦ ମିଟର ଠାରୁ ଆରମ୍ଭ କରି ୪ କିଲୋମିଟର ପର୍ଯ୍ୟନ୍ତ ପରଧିରେ ଥିବା ଶତ୍ୁମାନଙ୍କର ଟ୍ୟାଙ୍କକୁ ସଂମ୍ପୂର୍ଣ୍ଣ ଧ୍ୱଂସ କରିପାରିବ ବୋଲି ଡିଆରଡିଓ କହିବା ସହ ଏକ ଭିଡିଓ ଜାରୀ କରିଛି । ମିସାଇଲ୍ ଆଣ୍ଡ ଷ୍ଟାଟେଜିକ୍ ସିଷ୍ଟମ୍ର ଡାଇରେକ୍ଟର ଜେନେରାଲ ଡକ୍ଟର ସତୀଶ ରେଡ୍ଡି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ