ଗେମ ଖେଳୁଥିବା ବେଳେ ଫାଟିଲା ମୋବାଇଲ

ଗଂଜାମ, (ବିନୋଦ ପଲାଇ) :-ମହଙ୍ଗା ପଡିଲା ମୋବାଇଲ ଖେଳ । ମୋବାଇଲ ରେ ଗେମ ଖେଳୁଥିବା ବେଳେ ହଠାତ ଫାଟିଗଲା ଫୋନ । ଗେମ ଖକୁଥିବା ବେଳେ ହାତରେ ଫାଟିଲା ଫୋନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ବ୍ଳକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତର ଝାଟିପଦର ଗ୍ରାମରେ । ଗ୍ରାମର ରଞ୍ଜନ ପଲାଇ ନାମକ ଜଣେ ଯୁବକ ଆଜି ମଧ୍ୟାହ୍ନ ସମୟରେ ନିଜ ମୋବାଇଲରେ ଗେମ ଖେଳୁଥିବା ସମୟରେ ହଠାତ ମୋବାଇଲ ଟି ଫାଟିଯାଇଥିଲା ଫଳରେ ମୋବାଇଲ ଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଯୁବକଙ୍କ ହାତରେ ସାମାନ୍ୟ ଆଘାତ ଲାଗିଥିବା ବେଳେ ବଡ଼ ଅଘଟଣରୁ ବଞ୍ଚିଯାଇଥିବା ଜଣା ପଡ଼ିଛି । ଏହି ଘଟଣା ବର୍ତ୍ତମାନ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ