ଘର ଘର ବୁଲି ଆରମ୍ଭ ହେଲା ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ

ରାଇକିଆ, (ପ୍ରଦୀପ କୁମାର ବେହେରା):କନ୍ଧମାଳ ଜିଲା ରାଇକିଆ ରୁ ଦୁଇ ଜଣ କରୋନା ପୋଜିଟିଭ୍ ଚିହ୍ନଟ ପରେ ଏବଂ ଉଭୟ ଲୋକାଲ କେସ ହୋଇଥିବା ରୁ ରାଇକିଆ ସହର ସମେତ ଆଖ ପାଖ ୧୩ ଟି ଗ୍ରାମ କୁ କନ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏହି ସବୁ ଅଞ୍ଚଳ କୁ ସିଲ୍ କରିଦିଆ ଯାଇଛି । ଏଥି ସହ ୧୭ ଗୋଟି ଗ୍ରାମ କୁ ବଫର୍ ଜୋନ ଭାବେ ଘୋଷଣା କରାଯାଇଛି । ଘର ଘର ବୁଲି ସର୍ଭେ କାମ ଆରମ୍ଭ ହୋଇଛି । ପ୍ରତି ଘରେ ଲକ୍ଷଣ ସମ୍ବନ୍ଧ ରେ ଏବଂ ପରିବାର ର ସମ୍ପୂର୍ଣ୍ଣ ତଥ୍ୟ ନିଆ ଯାଉଛି । ମେଡିକାଲ୍ ସ୍ବାସ୍ଥ୍ୟ କର୍ମୀ ଏବଂ ଆଶା ଏହି ସର୍ଭେ ରେ ସାମିଲ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ