ଛତୁଆ ପ୍ରଧାନ ରେ ବ୍ୟାପକ ଅନିୟମିତତା

ଗଂଜାମ, (ଯୁଗାବ୍ଦ ନ୍ୟୁଜ) :ଛତୁଆ ପ୍ରଧାନ ରେ ବ୍ୟାପକ ଅନିୟମିତତା l ଯେଉଁ ତାରିଖରେ ଛତୁଆ କୋମଳ ମୋତି ଶିଶୁ ଙ୍କୁ ପ୍ରଧାନ କରାଯାଇଛି ତାହାରି ପକେଟ ରେ କଲମ ରେ ତାରିଖ ଉପସ୍ଥାପନା କରି ପ୍ରଧାନ କରାଯାଉଥିବା ଅଭିଯୋଗ ହୋଇଛି l ଏହି ପକେଟ ଗୁଡିକ କେଉଁ ମାସ ରେ ନିର୍ମିତ କରି ବଣ୍ଟନ କରାଯାଉଛି ତାହାକୁ ନେଇ ପ୍ରଶ୍ନବାଛି ସୃଷ୍ଟି ହୋଇଛି l ଏହି ପକେଟ କୁକୁଡାଖଣ୍ଡି ବ୍ଲକ ରେ ବିଭିନ୍ନ ପଞ୍ଚାୟତ ରେ ଦୃଶ୍ୟ ମାନ ହେଉଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ