ଛତ୍ରପୁର ଓକିଲ ସଂଘ ପକ୍ଷରୁ ଓଡିଶା ଦିବସ ପାଳନ
ଛତ୍ରପୁର ,(ଦେବଦତ୍ତ ମହାରଣା) : ଓଡିଶା ଦିବସ ପାଳନ ଅବସରରେ ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢି, ସମ୍ପାଦକ ଏଲ୍. ଗୋପାଳ ରାଓ (ଗୋପୀ) , ଯୁଗ୍ମ ସମ୍ପାଦକ ସଂଜୟ କୁମାର ବେହେରା,ସହ ସମ୍ପାଦକ ଲାଇବ୍ରେରୀ ଓ ସେମିନାର ସମ୍ପାଦକ ସୁରେଶ କୁମାର ପଟ୍ଟନାୟକ, ପୂର୍ବତନ ସଭାପତି ରାମଚନ୍ଦ୍ର ବେହେରା, ଆଇଜନିବୀ ବାବୁ ନାହାକ, ଟି. ମୋହନ ରେଡ୍ଡୀଙ୍କ ସମେତ ବହୁ ସଭ୍ୟ ମାନେ କାର୍ଯ୍ୟାଳୟ ପରିସରରେ ଥିବା ଉତ୍କଳ ଗୈାରବ ମଧୁସୂଦନ ଦାସ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବାସହ ଓଡିଶା ବରପୂତ୍ର ମାନଙ୍କୁ ମନପକାଇଥିଲେ ।


