ଜାତୀୟ ବନ୍ଧୁତ୍ଵ ଦିବସରେ ଖଲ୍ଲିକୋଟ ଫଟୋ ଏବଂ ଭିଡ଼ିଓ ଗ୍ରାଫି କ୍ଲବ ପକ୍ଷରୁ ବନ୍ଧୁମିଳନ
ଖଲ୍ଲିକୋଟ, ( ସିଲୁ ବିଶ୍ୱାଳ ): ବନ୍ଧୁତ୍ଵ ଦିବସ ଅବସରରେ ଖଲ୍ଲିକୋଟ ଫଟୋ ଏବଂ ଭିଡ଼ିଓ ଗ୍ରାଫି କ୍ଲବ ପକ୍ଷରୁ କହ୍ନେଇପୁର ମା’ ରାହାଣଦେବୀ ଙ୍କ ପୀଠରେ ରବିବାର ୨୫ ରୁ ଉର୍ଦ୍ଧ ଫଟୋ ଷ୍ଟୁଡିଓ କଉ ନେଇ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି କ୍ଷ କ୍ଲବ ସଦସ୍ୟ ରାକେଶ ମୁଦୁଲି ଓ ସଭାପତି ସୁଶାନ୍ତ ପାହାନଙ୍କ ନେତୃତ୍ବ ରେ ଅନୁଷ୍ଠିତ ହୋଇଥିବା କ୍ଷ ଉକ୍ତ ବୈଠକରେ ଖଲ୍ଲିକୋଟ ତଥା ଆଖପାଖ ଅଞ୍ଚଳର ବନ୍ଦନା ଷ୍ଟୁଡିଓ ତୋଟାଗାଁ ତଥା କ୍ଲବ ସଭାପତି ସୁଶାନ୍ତ ପାହାନ, ଜେବି ଷ୍ଟୁଡିଓ( ହୁମ୍ମା ) ଉପସଭାପତି ପ୍ରଫୁଲ କୁମାର ସ୍ଵାଇଁ , ଚକାଠାକୁର ଷ୍ଟୁଡିଓ (ଚିକିଲି ) ସମ୍ପାଦକ ଉତ୍ତମ ସ୍ଵାଇଁ , ଖୁସୀ ଷ୍ଟୁଡିଓ (ଖଲ୍ଲିକୋଟ ) ସହ-ସମ୍ପାଦକ ଦେବୀଦତ ତ୍ରିପାଠୀ, କୋଷାଧ୍ୟକ୍ଷ କୃଷ୍ଣା ଷ୍ଟୁଡିଓ (ମଥୁରା) କ୍ରିଷ୍ଣା ସାହୁ, ଜକ ଷ୍ଟୁଡିଓ (କହ୍ନେଇପୁର ) ରାକେଶ କୁମାର ମୁଦୁଲି , ଆଲୋକ ଭିଜନ (କେଶପୁର ) , ମା ଅର୍ଣ୍ଣପୂର୍ଣା ଷ୍ଟୁଡିଓ (ପଣିବନ୍ଧ ), ମା ତରାତାରୀଣୀ ଷ୍ଟୁଡିଓ (ଆଚୁଲୀ ), ଜକ ଡିଜିଟାଲ ଷ୍ଟୁଡିଓ (କୋଦଳା), ମା ତାରିଣୀ ପ୍ରେସ ଷ୍ଟୁଡିଓ (ଅଙ୍ଗାର ଗାଁ ), ଶ୍ରୀ ଦଣ୍ଡେଶ୍ଵର ଷ୍ଟୁଡିଓ (କୋଦଳା ),ବାବା ବେଲେଶ୍ବର ଷ୍ଟୁଡିଓ (ଫାସୁଳା), ମା ତାରିଣୀ ଷ୍ଟୁଡିଓ (ଖଲ୍ଲିକୋଟ) ଏବଂ ବଣ୍ଟି ଭିଜନ (ପୋଲସରା) ମାନେ ଯୋଗଦାନ ଦେଇଥିଲେ କ୍ଷ ପରିଶେଷରେ ପ୍ରସାଦ ସେବନ ସହ ଆଜିର କେବଳ ବନ୍ଧୁତ୍ବ ଦିବସରେ ନୁହଁ ସଵୁ ଦିନ ଏପରି ସୁସମ୍ପର୍କ ରଖିବା ପାଇଁ ଆୟୋଜକ କରିଥିବା ରାକେଶ ମୁଦୁଲି ବାର୍ତ୍ତା ରଖିଥିଲେ କ୍ଷ ପରିଶେଷ ରେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ପୋଲସରା ବଣ୍ଟି ଭାଇ କ୍ଷ


