ଟାଟା ଇସ୍ପାତ କାରଖାନା ନାଁରେ ବିସ୍ଥାପିତଙ୍କ ଅ।ନ୍ଦେ।ଳନକୁ ଏଚ୍‌ଏମ୍‌ଏସ୍‌ର ସମର୍ଥନ

ବ୍ରହ୍ମପୁର, (ୱାଇଏନ୍‌ଏସ୍‌): ଗତ ୨୫ ବର୍ଷ ତଳେ ଟାଟା କମ୍ପାନୀ ସାଧାରଣ ଜନତାଙ୍କ ଅ ।ନ୍ଦେ ।ଳନ ସତ୍ତ୍ୱେ ଗେ ।ପାଳପୁର ପ୍ରକଳ୍ପ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ସରକାର ଏବଂ ସାଧାରଣ ଲେ ।କଙ୍କ ଠାରୁ ଶାଗମାଛ ଦରରେ ୩୫୦୦ ଏକର ଜମି ଅଧିଗ୍ରହଣ କରିଛି । ଜମି ହରାଇଥିବା ବିସ୍ଥାପିତଙ୍କୁ କମ୍ପାନୀ ପକ୍ଷରୁ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅଦ୍ୟାବଧି ସେମାନେ ଏଥିରୁ ବଂଚିତ ହେ ।ଇଛନ୍ତି । ଟାଟା କମ୍ପାନୀ ଇସ୍ପାତ କାରଖାନା ନ କରି ସେହି ଜାଗାରେ କ୍ଷୁଦ୍ର ପ୍ରକଳ୍ପ ନିର୍ମାଣ କରି ରାଜ୍ୟ ବାହାରର ଲେ ।କଙ୍କୁ ନିଯୁକ୍ତି ଦେଉଛି । ପୂର୍ବ ଚକ୍ତି ଅନୁଯାୟୀ ସ୍ଥାନୀୟ ଲେ ।କଙ୍କୁ ନିଯୁକ୍ତି ନ ମିଳିବା ପ୍ରତିବାଦରେ ୧୭ ଖଣ୍ଡ ଗ୍ରାମର ବିସ୍ଥାପିତ ଟାଟା ଦ୍ୱାରା ତାଲିମପ୍ରାପ୍ତ ଯୁବକ ଯୁବତୀମାନେ ଗତ ୧୦ ତାରିଖରୁ ଟାଟା କାଯର୍‌ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଏହି ଧାରଣାସ୍ଥଳରେ ଉପସ୍ଥିତ ରହି ହିନ୍ଦ୍ ମଜଦୁର ସଭା (ଏଚ୍‌ଏମ୍‌ଏସ୍‌)ର ବରିଷ୍ଠ ନେତା ରବି ରଥ ଅ ।ନ୍ଦେ ।ଳନକାରୀଙ୍କ ସହ ଅ ।ଲେ ।ଚନା କରିବା ସହ ଦାବି ପ୍ରତି ସମର୍ଥନ ଜଣାଇ ପ୍ରଶାସନ ତରନ୍ତ ଏଥିରେ ହସ୍ତକ୍ଷେପ କରି ସମାଧାନର ପନ୍ଥା ବାହାର କରିବାକୁ ଅନୁରେ ।ଧ କରିଥିଲେ । ଦାବି ପୂରଣ ନ ହେଲେ ସେପ୍ଟେମ୍ବର ୬ ତାରିଖରେ ଅ ।ନ୍ଦେ ।ଳନକାରୀମାନେ କମ୍ପାନୀର ମୁଖ୍ୟ ଫାଟକ ବନ୍ଦ କରାଯିବ ବେ ।ଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ