ଟ୍ରି ଫାଉଣ୍ଡେସନ ପକ୍ଷରୁ ମାସ୍କ ବଣ୍ଟନ
ଶେରଗଡ, (ଦେବୀ ପ୍ରସାଦ ଦାଶ):ଟ୍ରି ଫାଉଣ୍ଡେସନ ପକ୍ଷରୁ ଫାଉଣ୍ଡେସନ ର ସମ୍ପାଦକ ନିରାକାର ବିଷୋୟୀ ଙ୍କ ନେତୃତ୍ଵରେ ଶେରଗଡ ବ୍ଳକ ର ଶୋଭାଚନ୍ଦ୍ରପୁର,ଲକ୍ଷ୍ମୀନୃସିଂହପୁର ଓ ଅନନ୍ତପୁର ଠାରେ ମାସ୍କ ବଣ୍ଟନ କରାଯାଇଥିଲା ଏଥିସହ ସାବୁନ ରେ ହାତ ଧୋଇବା, ମାସ୍କ ପିନ୍ଧିବା,ସାମାଜିକ ଦୂରତା ରଖିବା ଓ ଏଣେତେଣେ ଛେପ ନ ପକାଇବା ଭଳି କୋରାନା ଭୂତାଣୁ ସମ୍ପର୍କିତ ସଚେତନତା କରାଯାଇଥିଲା ।ଏହି ସଚେତନତା କାର୍ଯ୍ୟକ୍ରମରେ ଟ୍ରି ଫାଉଣ୍ଡେସନ ର ସଭ୍ୟ କେଶବ କୁମାର ଡାକୁଆ, ବଳରାମ ପାଣିଗ୍ରାହୀ, ଗୋପାଳ ଜେନା ଓ ବାପୁନି ପଣ୍ଡା ସହଯୋଗ କରିଥିଲେ


