ଦେଶ ବିଦେଶ ଡମିନିକାର ରାଷ୍ଟ୍ରଦୂତ ହେଲେ ଓଡିଆ ପୁଅ ଅଫିସର ଅରୁଣ କୁମାର ସାହୁ 08/01/2020 YWPSENU4 0 Comments ଡମିନିକାର ରାଷ୍ଟ୍ରଦୂତ ହେଲେ ଓଡିଆ ପୁଅ ଅଫିସର ଅରୁଣ କୁମାର ସାହୁ ନୂଆଦିଲ୍ଲୀ- କେନ୍ଦ୍ରବୈଦେଶିକମନ୍ତ୍ରାଳୟ ବରିଷ୍ଠ ଆଇଏଫ୍ଏସ୍ ଅଫିସର ଅରୁଣ କୁମାର ସାହୁଙ୍କୁ ଡମିନିକାର ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ଦେଇଛନ୍ତି । ଏହି ଓଡ଼ିଆ ଅଫିସର ଏବେ ତ୍ରିନିଡାଡ ଓ ଟୋବାଗୋରେ ହାଇ କମିଶନର ଅଛନ୍ତି । Spread the love